14,99 €
inkl. MwSt.

Versandfertig in über 4 Wochen
  • Broschiertes Buch

ଗାଳ୍ପିକା ଶ୍ରୀମତୀ ଆନନ୍ଦିକା ସାମନ୍ତରାୟଙ୍କ ଗଳ୍ପ ସଂକଳନ "ସୋରିଷ ଫୁଲିଆ ଖରା" । ଆନନ୍ଦିକାଙ୍କ ସାହିତ୍ୟ କୃତିରେ ସମକାଳୀନ ସମାଜର ନିଚ୍ଛକ ଚିତ୍ର ସ୍ପଷ୍ଟ ପ୍ରତିଫଳିତ । ଏକୋଇଶିଟି ଗଳ୍ପକୁ ନେଇ ଏଇ ସୋରିଷ ଫୁଲିଆ ଖରାର ପସରା । ଅବହେଳିତ ପଛୁଆ ବର୍ଗର ମଣିଷମାନଙ୍କର ଧୂଳି ଧୂଆଁ ଧୂସରିତ ଜୀବନଯାତ୍ରାର ପ୍ରତିଚ୍ଛବି ସବୁଠି ପ୍ରତିଫଳିତ । ବଣଜଙ୍ଗଲ ଘେରା ଅନ୍ଧାରି ଗୁହାର ଅନ୍ଧବିଶ୍ୱାସ, ଯେଉଁଠି ଆଇନ ଓ ଆଲୋକ ଅପହଞ୍ଚ, ଆଜିବି ଯେଉଁମାନେ ଅବହେଳିତ, ଶୋଷିତ ଓ ଲାଂଛିତ, ସେହିଭଳି କିଛି ଧୂସରିଆ ଚରିତ୍ର ତାଙ୍କ ଗଳ୍ପ ମାନଙ୍କରେ ଚଳପ୍ରଚଳ ହେଉଥାଆନ୍ତି ପ୍ରତ୍ୟେକ ଗଳ୍ପରେ ପଠନୀୟତାର ଏକ ସ୍ରୋତସ୍ୱିନୀ ଧାରାଟିଏ ପ୍ରବାହିତ, ଯାହା ପାଠକର ମନ ଉପକୂଳରେ ଅନୁରୂଣନ ସୃଷ୍ଟି କରିବାରେ ସକ୍ଷମ ।

Produktbeschreibung