18,99 €
inkl. MwSt.

Versandfertig in über 4 Wochen
payback
9 °P sammeln
  • Broschiertes Buch

ସମକାଳୀନ ଗଳ୍ପ ସାହିତ୍ୟର ଅନ୍ୟତମ ନିଷ୍ଠାପର ଓ ବ୍ୟତିକ୍ରମୀ ଉଚ୍ଚାରଣ ଶ୍ରୀ ସୀତେଶ ତ୍ରିପାଠୀ (୧୯୫୭) । କମ୍ ଲେଖ, ଭଲ ଲେଖ, ପାଠକଙ୍କୁ ବିରକ୍ତ କର ନାହିଁ - ଏଇଥିରେ ବିଶ୍ୱାସୀ କଥାକାର ଶ୍ରୀ ତ୍ରିପାଠୀ । ତାଙ୍କ ଗଳ୍ପର ଗବାକ୍ଷ ବିସ୍ତୃତ । ଗଭୀର ଜୀବନ ଦୃଷ୍ଟି, ସମ୍ବେଦନଶୀଳତା, ବିଶ୍ୱସନୀୟ ଚରିତ୍ର ଚିତ୍ରଣ ତାଙ୍କ ଗଳ୍ପସବୁକୁ ଦିଏ ପ୍ରଚୁର ପାଠକୀୟ ଆଦୃତି । ତାଙ୍କ ରଚିତ ବେଶ୍ କେତୋଟି ମନୋଜ୍ଞ ଗଳ୍ପ, ଯାହା ପ୍ରେମଗଳ୍ପ ପର୍ଯ୍ୟାୟର, ତାକୁଇ ନେଇ ସ୍ୱତନ୍ତ୍ର ସଂକଳନଟିଏ ପ୍ରକାଶ କରିବାର ଆକାଂକ୍ଷା ମୋ ଭିତରେ ସୁପ୍ତ ଭାବେ ଥିଲା ଅନେକ ଦିନୁଁ ଯା'ର ଫଳଶୃତି 'ସୀତେଶ ତ୍ରିପାଠୀଙ୍କ ପ୍ରେମଗଳ୍ପ' । ଗାଳ୍ପିକଙ୍କ ଆଉ କେତୋଟି ସଫଳ ପ୍ରେମଗଳ୍ପ କିନ୍ତୁ ସଙ୍କଳନରେ ସ୍ଥାନିତ ହୋଇପାରି ନାହିଁ, ଗାଳ୍ପିକଙ୍କ ଅନୁମତି ପ୍ରାପ୍ତ ହୋଇ…mehr

Produktbeschreibung
ସମକାଳୀନ ଗଳ୍ପ ସାହିତ୍ୟର ଅନ୍ୟତମ ନିଷ୍ଠାପର ଓ ବ୍ୟତିକ୍ରମୀ ଉଚ୍ଚାରଣ ଶ୍ରୀ ସୀତେଶ ତ୍ରିପାଠୀ (୧୯୫୭) । କମ୍ ଲେଖ, ଭଲ ଲେଖ, ପାଠକଙ୍କୁ ବିରକ୍ତ କର ନାହିଁ - ଏଇଥିରେ ବିଶ୍ୱାସୀ କଥାକାର ଶ୍ରୀ ତ୍ରିପାଠୀ । ତାଙ୍କ ଗଳ୍ପର ଗବାକ୍ଷ ବିସ୍ତୃତ । ଗଭୀର ଜୀବନ ଦୃଷ୍ଟି, ସମ୍ବେଦନଶୀଳତା, ବିଶ୍ୱସନୀୟ ଚରିତ୍ର ଚିତ୍ରଣ ତାଙ୍କ ଗଳ୍ପସବୁକୁ ଦିଏ ପ୍ରଚୁର ପାଠକୀୟ ଆଦୃତି । ତାଙ୍କ ରଚିତ ବେଶ୍ କେତୋଟି ମନୋଜ୍ଞ ଗଳ୍ପ, ଯାହା ପ୍ରେମଗଳ୍ପ ପର୍ଯ୍ୟାୟର, ତାକୁଇ ନେଇ ସ୍ୱତନ୍ତ୍ର ସଂକଳନଟିଏ ପ୍ରକାଶ କରିବାର ଆକାଂକ୍ଷା ମୋ ଭିତରେ ସୁପ୍ତ ଭାବେ ଥିଲା ଅନେକ ଦିନୁଁ ଯା'ର ଫଳଶୃତି 'ସୀତେଶ ତ୍ରିପାଠୀଙ୍କ ପ୍ରେମଗଳ୍ପ' । ଗାଳ୍ପିକଙ୍କ ଆଉ କେତୋଟି ସଫଳ ପ୍ରେମଗଳ୍ପ କିନ୍ତୁ ସଙ୍କଳନରେ ସ୍ଥାନିତ ହୋଇପାରି ନାହିଁ, ଗାଳ୍ପିକଙ୍କ ଅନୁମତି ପ୍ରାପ୍ତ ହୋଇ ନଥିବା ହେତୁରୁ । ଉକ୍ତ ସଂକଳନ ସ୍ଥାନିତ ପ୍ରତିଟି ଗଳ୍ପରେ ପ୍ରେମର ଭିନ୍ନଭିନ୍ନ ପାଖୁଡ଼ାକୁ ଶବ୍ଦବ୍ରହ୍ମରେ ସଜାଇ ପାଠକଙ୍କ ପାଇଁ ପରଶି ଦେଇଛନ୍ତି ଗାଳ୍ପିକ ଯାହା ପାଠକଙ୍କୁ ଅବଶ୍ୟ ମୁଗ୍ଧ କରିବ । ଡ. ସୁନନ୍ଦା ମିଶ୍ର ପଣ୍ଡା ସୀତେଶ ତ୍ରିପାଠୀଙ୍କ ପ୍ରେମଗଳ୍ପର ମୁଗ୍ଧପାଠିକା ଓ ପ୍ରକାଶିକା
Hinweis: Dieser Artikel kann nur an eine deutsche Lieferadresse ausgeliefert werden.