"ଟ୍ରଲର ଷ୍ଟାର୍ଟ କରି କୂଳ ଛାଡିଥିଲା! ଛାତି ଧାଇଁ କିନା ହେଇଯାଇଥିଲା! ଏ ଅସରନ୍ତି ସାଗର ବକ୍ଷରେ ଜୀବନ ତାକୁ କେଉଁ ଆଡକୁ ଟାଣି ନେଉଛି? କେଉଁଆଡେ ତା ଗତି? ଏ ଅଜଣା ଲୋକମାନେ ତାକୁ କେଉଁ ଆଡକୁ ନେଇଯାଉଛନ୍ତି?" ଶୁଣନ୍ତୁ ପ୍ରସିଦ୍ଧ ଲେଖିକା ସରୋଜିନୀ ସାହୁଙ୍କ ରଚିତ ଏହି ଜୀବନବାଦୀ ଉପନ୍ୟାସ "ଅସ୍ଥିରପାଦ", ନାରାୟଣ ମହାନ୍ତିଙ୍କ କଣ୍ଠରେ...
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.