ନିତିଦିନିଆ ଜୀବନର ଘଟଣାବଳୀ ଭିତରୁ ବ୍ୟଂଗର ଉପାଦାନ ଖୋଜିନେବାରେ ବିଶିଷ୍ଟ କଥାକାର ମୃଣାଳ ସିଦ୍ଧହସ୍ତ! "ଭଲ ଅଛ ନବଘନ" ବହିରେ ଅଛି ସେମିତି କିଛି ମଜାଦାର କଥା, ଯାହାକୁ ଶୁଣି ଆନନ୍ଦ ତ ନେଇହେବ, ତା ସହିତ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳାଇ ହେବ! ନବଘନ ଆମ ସମାଜର ଜଣେ 'କମନମ୍ୟାନ' ହୋଇ କିପରି ଆପଣଙ୍କ ମନୋରଞ୍ଜନ କରୁଛନ୍ତି ଶୁଣନ୍ତୁ...
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.