ଓଡ଼ିଆ ଆଧୁନିକ କଥାସାହିତ୍ୟର ଜନକ ବ୍ୟାସକବି ଫକୀରମୋହନ ସେନାପତିଙ୍କ 'ଛମାଣ ଆଠଗୁଣ୍ଠ' ଏକ କ୍ଲାସିକ୍ ଉପନ୍ୟାସ, ଯେଉଁଥିରେ ତତ୍କାଳୀନ ଓଡ଼ିଶାର ସୂକ୍ଷ୍ମ ଓ ସମ୍ବେଦନଶୀଳ ଚିତ୍ର ରହିଛି । ଏ ଉପନ୍ୟାସଟିକୁ ପ୍ରତିଟି ଓଡ଼ିଆ ଶୁଣିବା ନିହାତି ଆବଶ୍ୟକ । ବିଖ୍ୟାତ ନାଟ୍ୟବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ରଙ୍କ ଯାଦୁକରୀ କଣ୍ଠରେ ଚାଲନ୍ତୁ ଶୁଣିବା ଏହି କାଳଜୟୀ ଉପନ୍ୟାସ...
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.