2,99 €
2,99 €
inkl. MwSt.
Sofort per Download lieferbar
payback
1 °P sammeln
2,99 €
2,99 €
inkl. MwSt.
Sofort per Download lieferbar

Alle Infos zum verschenken
payback
1 °P sammeln
Als Download kaufen
2,99 €
inkl. MwSt.
Sofort per Download lieferbar
payback
1 °P sammeln
Jetzt verschenken
2,99 €
inkl. MwSt.
Sofort per Download lieferbar

Alle Infos zum verschenken
payback
1 °P sammeln
  • Hörbuch-Download MP3

"ବାବୁକୁ ତିନିଦିନ କାଳ ଜରହେଲା । ତିନିଦିନ କାଳ ବାବୁ ଗାଧେଇବା, ଖାଇବା, ମୁହଁ ଧୋଇବା, ସବୁବନ୍ଦ କରିଦେଇ ତା' ଓଠର ଚୁମାକୁ ଅକ୍ଷତ ରଖିଲା । ଚାମୁଚରେ ପାଣିପିଇ ଓଷଦ ଗିଳିଲା ଆଉ ଥର୍ମୋମିଟରକୁ କାଖରେ ଯାକିଲା, ଯେମିତି ତା' ଓଠର ପବିତ୍ରତା ନଷ୍ଟ ହୋଇ ନଯାଏ । ଡାକ୍ତର କହିଲେ ସନ୍ଷ୍ଟ୍ରୋକ୍ । କମ୍ପାଉଣ୍ଡର ଆସି ମଶାରୀ ବାଡାରୁ ବୋତଲ ଲଟ୍କେଇ ସାଲାଇନ୍ ଦେଲା । ତିନିଦିନ ପରେ ଜରମୁକ୍ତ ବାବୁକୁ ବକ୍ସିବଜାରରେ ଦେଖି ଗୌରୀ ତା' ଗାଲରେ ସ୍ନେହରେ ଖୁନ୍ଦାମାରି କହିଲା, 'ଇସ୍, ପ୍ରେମରୋଗ!' ପାନଦୋକାନର ଆର୍ସିରେ ବାବୁ ଦେଖିଲା, ତା' ତଳ ଓଠରେ ସୁକେଶୀର ଦିଆ ଖଇରର ରଙ୍ଗ ଆଉଟିକେ ଜମାଟ୍ ବାନ୍ଧିଯାଇଚି ।" ଜୀବନକୁ କେମିତି ଓ କେତେ ରୋମାଣ୍ଟିକ୍ ବନେଇପାରନ୍ତି ଦେବଦାସ ଛୋଟରାୟ, ଶୁଣନ୍ତୁ...

  • Format: mp3
  • Größe: 79MB
  • FamilySharing(5)
Produktbeschreibung
"ବାବୁକୁ ତିନିଦିନ କାଳ ଜରହେଲା । ତିନିଦିନ କାଳ ବାବୁ ଗାଧେଇବା, ଖାଇବା, ମୁହଁ ଧୋଇବା, ସବୁବନ୍ଦ କରିଦେଇ ତା' ଓଠର ଚୁମାକୁ ଅକ୍ଷତ ରଖିଲା । ଚାମୁଚରେ ପାଣିପିଇ ଓଷଦ ଗିଳିଲା ଆଉ ଥର୍ମୋମିଟରକୁ କାଖରେ ଯାକିଲା, ଯେମିତି ତା' ଓଠର ପବିତ୍ରତା ନଷ୍ଟ ହୋଇ ନଯାଏ । ଡାକ୍ତର କହିଲେ ସନ୍ଷ୍ଟ୍ରୋକ୍ । କମ୍ପାଉଣ୍ଡର ଆସି ମଶାରୀ ବାଡାରୁ ବୋତଲ ଲଟ୍କେଇ ସାଲାଇନ୍ ଦେଲା । ତିନିଦିନ ପରେ ଜରମୁକ୍ତ ବାବୁକୁ ବକ୍ସିବଜାରରେ ଦେଖି ଗୌରୀ ତା' ଗାଲରେ ସ୍ନେହରେ ଖୁନ୍ଦାମାରି କହିଲା, 'ଇସ୍, ପ୍ରେମରୋଗ!' ପାନଦୋକାନର ଆର୍ସିରେ ବାବୁ ଦେଖିଲା, ତା' ତଳ ଓଠରେ ସୁକେଶୀର ଦିଆ ଖଇରର ରଙ୍ଗ ଆଉଟିକେ ଜମାଟ୍ ବାନ୍ଧିଯାଇଚି ।" ଜୀବନକୁ କେମିତି ଓ କେତେ ରୋମାଣ୍ଟିକ୍ ବନେଇପାରନ୍ତି ଦେବଦାସ ଛୋଟରାୟ, ଶୁଣନ୍ତୁ...

Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.