2,99 €
2,99 €
inkl. MwSt.
Sofort per Download lieferbar
payback
1 °P sammeln
2,99 €
2,99 €
inkl. MwSt.
Sofort per Download lieferbar

Alle Infos zum verschenken
payback
1 °P sammeln
Als Download kaufen
2,99 €
inkl. MwSt.
Sofort per Download lieferbar
payback
1 °P sammeln
Jetzt verschenken
2,99 €
inkl. MwSt.
Sofort per Download lieferbar

Alle Infos zum verschenken
payback
1 °P sammeln
  • Hörbuch-Download MP3

ଉର୍ବଶୀ ପଚାରିଲା, "ଆଜି ଏ ରାତିର କଥା ତମର ମନେରହିବ ପୁଲକ?" ପୁଲକ ଉତ୍ତର ଦେଲା, "ସବୁଦିନେ!" ଉର୍ବଶୀ ପଚାରିଲା, "ତୁମ ସହ ମୋର ସମ୍ପର୍କକୁ କେଉଁ ପରିଭାଷା ଦେବି?" ପୁଲକ କହିଲା, "ନିର୍ଦ୍ଦିଷ୍ଟ ପରିଭାଷାର ଖୋଳପା ପିନ୍ଧାଇଦେଲେ ସମ୍ପର୍କ ଛୋଟ ହେଇଯାଏ! ବନ୍ଧୁ, ସ୍ୱାମୀ, ପ୍ରେମିକ, ପୁଅ, ଭାଇ - ଯାହା ବି କହିଲେ ପୁରୁଷର ନାରୀ ସହ ସମ୍ପର୍କ ଖୁବ ସୀମିତ ହୋଇଯାଏ! ଏହା ବାହାରେ ତ ସମ୍ପର୍କର ବିସ୍ତୀର୍ଣ୍ଣ ଆଲିଙ୍ଗନ ତଥାପି ରହିଛି! ତୁମେ ଆମର ସମ୍ପର୍କକୁ କିଛି ପରିଭାଷା ନଦେଲେ ବେଶୀ ଭଲ ହେବ!" ପୁଲକ ଆଉ ଉର୍ବଶୀଙ୍କ ଏମିତି ଏକ ପ୍ରେମଭରା କଥୋପକଥନ ପରେ କଣ ହେଲା ସେମାନଙ୍କର? ଶୁଣନ୍ତୁ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ମନଛୁଆଁ ଉପନ୍ୟାସ 'ଏଇଠୁ ଆରମ୍ଭ'...

  • Format: mp3
  • Größe: 145MB
  • FamilySharing(5)
Produktbeschreibung
ଉର୍ବଶୀ ପଚାରିଲା, "ଆଜି ଏ ରାତିର କଥା ତମର ମନେରହିବ ପୁଲକ?" ପୁଲକ ଉତ୍ତର ଦେଲା, "ସବୁଦିନେ!" ଉର୍ବଶୀ ପଚାରିଲା, "ତୁମ ସହ ମୋର ସମ୍ପର୍କକୁ କେଉଁ ପରିଭାଷା ଦେବି?" ପୁଲକ କହିଲା, "ନିର୍ଦ୍ଦିଷ୍ଟ ପରିଭାଷାର ଖୋଳପା ପିନ୍ଧାଇଦେଲେ ସମ୍ପର୍କ ଛୋଟ ହେଇଯାଏ! ବନ୍ଧୁ, ସ୍ୱାମୀ, ପ୍ରେମିକ, ପୁଅ, ଭାଇ - ଯାହା ବି କହିଲେ ପୁରୁଷର ନାରୀ ସହ ସମ୍ପର୍କ ଖୁବ ସୀମିତ ହୋଇଯାଏ! ଏହା ବାହାରେ ତ ସମ୍ପର୍କର ବିସ୍ତୀର୍ଣ୍ଣ ଆଲିଙ୍ଗନ ତଥାପି ରହିଛି! ତୁମେ ଆମର ସମ୍ପର୍କକୁ କିଛି ପରିଭାଷା ନଦେଲେ ବେଶୀ ଭଲ ହେବ!" ପୁଲକ ଆଉ ଉର୍ବଶୀଙ୍କ ଏମିତି ଏକ ପ୍ରେମଭରା କଥୋପକଥନ ପରେ କଣ ହେଲା ସେମାନଙ୍କର? ଶୁଣନ୍ତୁ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ମନଛୁଆଁ ଉପନ୍ୟାସ 'ଏଇଠୁ ଆରମ୍ଭ'...

Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.