ସାଙ୍ଗ ହାତରେ ଗର୍ଭବତୀ ପତ୍ନୀର ଦାୟିତ୍ୱ ଦେଇ ସଂସାରବିମୁଖ ଶମ୍ଭୁ ଚାଲିଯାଉଛି ଘର ଛାଡ଼ି । ପାପପୁଣ୍ୟ, ସତ୍ୟମିଥ୍ୟାର ସଂଘର୍ଷ ପରେ ଯେତେବେଳେ ଶମ୍ଭୁ ଫେରୁଛି ଘରକୁ, ସେତେବେଳେ କଣ ଘଟୁଛି? ଜାଣିବା ପାଇଁ ଶୁଣନ୍ତୁ ବରିଷ୍ଠ କଥାକାର ପଦ୍ମଜ ପାଳଙ୍କ ରଚିତ ଏହି ଉପନ୍ୟାସ 'ଯିବୁ କି ଥିବୁ' ଅଭିନେତ୍ରୀ ନିଭିଙ୍କ କଣ୍ଠରେ...
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.