2,99 €
2,99 €
inkl. MwSt.
Sofort per Download lieferbar
payback
1 °P sammeln
2,99 €
2,99 €
inkl. MwSt.
Sofort per Download lieferbar

Alle Infos zum verschenken
payback
1 °P sammeln
Als Download kaufen
2,99 €
inkl. MwSt.
Sofort per Download lieferbar
payback
1 °P sammeln
Jetzt verschenken
2,99 €
inkl. MwSt.
Sofort per Download lieferbar

Alle Infos zum verschenken
payback
1 °P sammeln
  • Hörbuch-Download MP3

"ଅନୁପମଙ୍କଠାରୁ ନିୟମିତ ଚିଠି ପାଉଥିଲା ସୁଲଗ୍ନା! ଅବଶ୍ୟ ତାର ପ୍ରଥମ ଚିଠିଟି ପାଇ ସେ ତାକୁ ଭୁଲ ବୁଝିଥିଲେ! ତାଙ୍କର ଧାରଣା ହୋଇଥିଲା ତାଙ୍କୁ ବାଦଦେଇ ସୁଲଗ୍ନା ଖୁବ ମଜାରେ ଅଛି! ତା ଜୀବନରେ ଅନ୍ୟଜଣେ ପୁରୁଷର ଆବିର୍ଭାବ ଘଟିଛି, ଯାହାକୁ ସୁଲଗ୍ନା ଆନ୍ତରିକ ଭାବରେ ଗ୍ରହଣ କରି ନେଇଛି...!" ନିଜର ପ୍ରିୟତମା ମୁହଁରେ ଅନ୍ୟକୌଣସି ପୁରୁଷର ବିହ୍ଵଳ ପ୍ରସଂଶା କେମିତି ବରଦାସ୍ତ କରିବ ଜଣେ ପ୍ରେମିକ! ପ୍ରେମ, ଈର୍ଷା, ଅଭିମାନର ପରିଧି ଭିତରେ ଧର୍ମାନ୍ତରଣର ପ୍ରଲୋଭନ ଓ ପୁଣି ମାନବଧର୍ମର ପ୍ରତିଷ୍ଠାକୁ ନେଇ ଗଢି ଉଠିଥିବା ସୁଖ୍ୟାତ ଲେଖିକା ପ୍ରବୀଣା ମହାନ୍ତିଙ୍କ ଏଇ ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳିଙ୍କ କଣ୍ଠରେ ଆପଣଙ୍କୁ ନିଶ୍ଚିତଭାବେ ମୁଗ୍ଧ କରିବ, ସନ୍ଦେହ ନାହିଁ...

  • Format: mp3
  • Größe: 123MB
  • FamilySharing(5)
Produktbeschreibung
"ଅନୁପମଙ୍କଠାରୁ ନିୟମିତ ଚିଠି ପାଉଥିଲା ସୁଲଗ୍ନା! ଅବଶ୍ୟ ତାର ପ୍ରଥମ ଚିଠିଟି ପାଇ ସେ ତାକୁ ଭୁଲ ବୁଝିଥିଲେ! ତାଙ୍କର ଧାରଣା ହୋଇଥିଲା ତାଙ୍କୁ ବାଦଦେଇ ସୁଲଗ୍ନା ଖୁବ ମଜାରେ ଅଛି! ତା ଜୀବନରେ ଅନ୍ୟଜଣେ ପୁରୁଷର ଆବିର୍ଭାବ ଘଟିଛି, ଯାହାକୁ ସୁଲଗ୍ନା ଆନ୍ତରିକ ଭାବରେ ଗ୍ରହଣ କରି ନେଇଛି...!" ନିଜର ପ୍ରିୟତମା ମୁହଁରେ ଅନ୍ୟକୌଣସି ପୁରୁଷର ବିହ୍ଵଳ ପ୍ରସଂଶା କେମିତି ବରଦାସ୍ତ କରିବ ଜଣେ ପ୍ରେମିକ! ପ୍ରେମ, ଈର୍ଷା, ଅଭିମାନର ପରିଧି ଭିତରେ ଧର୍ମାନ୍ତରଣର ପ୍ରଲୋଭନ ଓ ପୁଣି ମାନବଧର୍ମର ପ୍ରତିଷ୍ଠାକୁ ନେଇ ଗଢି ଉଠିଥିବା ସୁଖ୍ୟାତ ଲେଖିକା ପ୍ରବୀଣା ମହାନ୍ତିଙ୍କ ଏଇ ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳିଙ୍କ କଣ୍ଠରେ ଆପଣଙ୍କୁ ନିଶ୍ଚିତଭାବେ ମୁଗ୍ଧ କରିବ, ସନ୍ଦେହ ନାହିଁ...

Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.