ପ୍ରକାଶ ମହାପାତ୍ରଙ୍କ ଗଳ୍ପସବୁ ଟିକେ ବେପରୁଆ, ଟିକେ ଆରଣ୍ୟକ! ଚରିତ୍ରମାନଙ୍କୁ ସେ ଜନ୍ମଦିଅନ୍ତି ସତ, ହେଲେ ସେମାନେ ଲେଖକଙ୍କ ଆୟତ୍ତରେ ନଥାନ୍ତି! କୋଉ ଗପରେ ନୂଆ ମା'ର ଓଦା ସାୟାରେ ଜଗା ପଣ୍ଡା ମୁହଁ ପୋଛିଲାଣି ତ ଆଉ କୋଉଠି ଗଳ୍ପନାୟକ କାନ୍ଥ ଆରପଟୁ ନିଜ ସ୍ତ୍ରୀର ପରକୀୟା ପ୍ରେମକୁ ଝିଟିପିଟି ହୋଇ ଦେଖିଲାଣି! ପ୍ରେମବୋଧ ଓ ପାପବୋଧକୁ ଗୋଟେ ନୂଆ ନିର୍ଯ୍ୟାସ ଦେଇ ଗପ ଲେଖୁଥିବା ପ୍ରକାଶ ମହାପାତ୍ରଙ୍କ ସବୁ ଗପର ସୁଆଦ ଅଲଗା...
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.