"ସଂସାରରେ ଅନେକ ଲୋକ ବିବାହ କରନ୍ତି; କିନ୍ତୁ ସମସ୍ତେ ସଂସାର କରିପାରନ୍ତି ନାହିଁ ।" ଏଇ ଧାଡ଼ିରୁ ଆରମ୍ଭ ହୋଇଥିବା ବରିଷ୍ଠ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ପାପ ପୁଣ୍ୟ' ଜୀବନର ପ୍ରେମ-ପ୍ରତାରଣା, ସ୍ୱପ୍ନ ଓ ସଂଘର୍ଷର କାହାଣୀ ଶୁଣାଏ । ନିଭିଙ୍କ କଣ୍ଠରେ ଶୁଣନ୍ତୁ ତେବେ ଏଇ ସୁଖପାଠ୍ୟ ଉପନ୍ୟାସ...
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.