"ଠିକ୍ ସେତିକିବେଳେ ଚା' ନେଇ ଆସୁଥିଲା ସୁମିତ୍ରା । ରତିକାନ୍ତର ଶେଷକଥା କେଇପଦ ଶୁଣି ହାତ ଥରିଉଠିଲା । ଚା' କପ୍ଗୁଡ଼ାକ ଖସିପଡ଼ିଲା ତଳେ ।" ବିଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ 'ପ୍ରିୟ ବାନ୍ଧବୀ'ର ଏଇ ଢ଼ାଳି ଯାଇଥିବା ଚା'ର ସ୍ରୋତ, ପ୍ରେମର ଝରଣା ହୋଇ ବହିଚାଲେ । ସୁକାନ୍ତ ରଥଙ୍କ କଣ୍ଠରେ ଭିଜନ୍ତୁ ସେ ଝରଣାରେ...
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.