ପାରିବାରିକ ମୂଲ୍ୟବୋଧ ଓ ସମ୍ପର୍କକୁ ନେଇ ଚମତ୍କାର କାହାଣୀ ଲେଖୁଥିବା ବିଶିଷ୍ଟ କଥାକାର ପ୍ରବୀଣା ମହାନ୍ତିଙ୍କ "ସ୍ତିମିତ ନକ୍ଷତ୍ର" ତାଙ୍କର ଅନ୍ୟତମ ସଫଳ ଉପନ୍ୟାସ, ଯାହା 'କାଦମ୍ବିନୀ' ପତ୍ରିକାରେ ପ୍ରକାଶ ପାଇଁ ବେଶ ଚର୍ଚ୍ଚା ସାଉଁଟିଥିଲା! ଆମେ ଭୋଗୁଥିବା ସୁଖଦୁଃଖ ଓ ଭାବଅଭାବର ସମ୍ପର୍କ ଭିତରେ ଜୀବନ କେମିତି କଡ଼ ଲେଉଟାଏ, ମୋଡ ବୁଲାଏ, ତାର ଚମତ୍କାର ପରିବେଷଣ ଦେଖିବାକୁ ମିଳେ ଏହି ଉପନ୍ୟାସରେ! ଶୁଣନ୍ତୁ ତେବେ ନିଭିଙ୍କ କଣ୍ଠରେ "ସ୍ତିମିତ ନକ୍ଷତ୍ର" ...
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.