
Upanibesha (MP3-Download)
Ungekürzte Lesung. 197 Min.
Sprecher: ନାୟକ, ଶରତ
PAYBACK Punkte
1 °P sammeln!
ମେଧା ତେବେ କ'ଣ ଚାହେଁ? କ'ଣ ପାଇଁ ସେ ଆସିଥିଲା ଅନିରୁଦ୍ଧ ପାଖକୁ? କାହିଁକି ବର୍ଷବର୍ଷ ଧରି ତାଙ୍କ ଭିତରେ ଚିଠିପତ୍ରର ଆଦାନପ୍ରଦାନ? ସଙ୍ଗୀତ ପାଇଁ? ତାଙ୍କ ସଂପର୍କରେ କୌଣସିଠି ସଙ୍ଗୀତ ନାଇଁ । ତାଳ, ଲୟ, ଆରୋହ, ଅବରୋହର ଆଦୌ ସ୍ଥାନ ନାହିଁ ।... ଏମିତି ଏକ ଦ୍ୱନ୍ଦ୍ୱ ନେଇ ଗଢ଼ିଉଠ...
ମେଧା ତେବେ କ'ଣ ଚାହେଁ? କ'ଣ ପାଇଁ ସେ ଆସିଥିଲା ଅନିରୁଦ୍ଧ ପାଖକୁ? କାହିଁକି ବର୍ଷବର୍ଷ ଧରି ତାଙ୍କ ଭିତରେ ଚିଠିପତ୍ରର ଆଦାନପ୍ରଦାନ? ସଙ୍ଗୀତ ପାଇଁ? ତାଙ୍କ ସଂପର୍କରେ କୌଣସିଠି ସଙ୍ଗୀତ ନାଇଁ । ତାଳ, ଲୟ, ଆରୋହ, ଅବରୋହର ଆଦୌ ସ୍ଥାନ ନାହିଁ ।... ଏମିତି ଏକ ଦ୍ୱନ୍ଦ୍ୱ ନେଇ ଗଢ଼ିଉଠିଥିବା ଉପନ୍ୟାସ 'ଉପନିବେଶ' ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପାପ୍ତ ବିଶିଷ୍ଟ କଥାକାର ସରୋଜିନୀ ସାହୁଙ୍କର ଅନ୍ୟତମ ସଫଳ ସୃଷ୍ଟି । ଆସନ୍ତୁ ଶୁଣିବା ବିଶିଷ୍ଟ ସଙ୍ଗୀତଜ୍ଞ ଶରତ ନାୟକଙ୍କ କଣ୍ଠରେ...
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.