ଆମ ସମୟର ଜୀବନ, ସମ୍ପର୍କ, ଦ୍ଵନ୍ଦ୍ଵ ଓ ସଂଘାତକୁ ଅବିକଳ ଫୁଟାଇବାର ସାହସ ରଖୁଥିବା ଜଣେ ସୁପରିଚିତ କଥାକାର ହେଲେ ମମତାମୟୀ ଚୌଧୁରୀ! ଉପନ୍ୟାସ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ମମତାଙ୍କ ଅନେକଗୁଡ଼ିଏ ମନନଶୀଳ ସାମାଜିକ ଗଳ୍ପର ସମାବେଶ: 'ଏକ୍ସ ଫ୍ୟାକ୍ଟର'!
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.